ଉଜ୍ଜ୍ଵଳା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 2.5 କୋଟି ଟପିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ଓ ସନ୍ତୋଷ ପ୍ରକାଶ କରିଛନ୍ତି ।
“ଉଜ୍ଜ୍ଵଳା ଯୋଜନା ତାର ଲକ୍ଷ୍ୟସ୍ଥଳ ଆଡକୁ ବଢି ଚାଲିଛି! ଆଜି ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 2.5 କୋଟି ଟପିଥିବାରୁ ଅତ୍ୟନ୍ତ ଆନନ୍ଦିତ ।
ପଶ୍ଚିମବଙ୍ଗର ଜଙ୍ଗିପୁରଠାରେ ହିତାଧିକାରୀଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରିବାରେ ରାଷ୍ଟ୍ରପତି ମହୋଦୟଙ୍କ ସ୍ଵତନ୍ତ୍ର ଦୃଷ୍ଟି ପାଇଁ ମୁଁ ଧନ୍ୟବାଦ ଜଣାଉଛି ।
ଅହର୍ନିଶୀ ପରିଶ୍ରମ କରି ଯୋଜନାକୁ ସଫଳ କରିଥିବାରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପୁରା ଟିମକୁ ମୁଁ ଅଭିନନ୍ଦନ ଜଣାଉଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Ujjwala Yojana continues to expand its reach! Extremely delighted that today the number of beneficiaries crossed 2.5 crore.
— Narendra Modi (@narendramodi) July 15, 2017
I thank Rashtrapati Ji for the special gesture of handing over LPG connections to beneficiaries in Jangipur, West Bengal. @RashtrapatiBhvn
— Narendra Modi (@narendramodi) July 15, 2017
I congratulate Minister @dpradhanbjp and his entire team that has been working round the clock for the success of Ujjwala Yojana.
— Narendra Modi (@narendramodi) July 15, 2017