ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରୁଛନ୍ତି ରୁଷିଆ ଉପ-ପ୍ରଧାନମନ୍ତ୍ରୀ ମି. ଦିମିତ୍ରୀ ରୋଗୋଜିନ । ମି. ଦିମିତ୍ରୀ ରୋଗୋଜିନ ଭାରତ-ରୁଷିଆ ଆନ୍ତଃସରକାର କମିଶନ ବୈଠକରେ ଯୋଗ ଦେବାକୁ ଭାରତ ଆସିଛନ୍ତି । ଏହି ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସହ-ଅଧ୍ୟକ୍ଷତା କରିବେ ।
ଭାରତ ଏବଂ ରୁଷିଆ ଦ୍ଵିପାକ୍ଷିକ ସହଯୋଗରେ ଉଲ୍ଲେଖନୀୟ ପ୍ରଗତିକୁ କୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଚଳିତ ବର୍ଷ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନାର 70 ବର୍ଷ ପୁରଣକୁ ପାଳନ କରୁଥିଲାବେଳେ ଉଭୟ ଦେଶ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଉଚ୍ଚସ୍ତରୀୟ ରାଜିନାମା ହସ୍ତାନ୍ତରଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
********
Mr. Dmitry Rogozin, the Deputy Prime Minister of Russia called on Prime Minister @narendramodi today. https://t.co/eVrSEjfL6l
— PMO India (@PMOIndia) May 10, 2017
Further strengthening ties with Russia. pic.twitter.com/iHIIyxNjaw
— PMO India (@PMOIndia) May 11, 2017