Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଜୋରାମ, ଅରୁଣାଚଳ ପ୍ରଦେଶ ଅଧିବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ରାଜ୍ୟ ସ୍ଥାପନା ଦିବସ ଅବସରରେ ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ରାଜ୍ୟ ସ୍ଥାପନା ଦିବସ ଅବସରରେ, ମିଜୋରାମ ବାସୀଙ୍କୁ ମୋର ଅଭିନନ୍ଦନ । ମୁଁ ପ୍ରାର୍ଥନା କରୁଛି ଯେ ଆଗାମୀ ବର୍ଷମାନଙ୍କରେ ମିଜୋରାମ ଅନେକ ପ୍ରଗତି କରୁ ।

ଅରୁଣାଚଳ ପ୍ରଦେଶର ନାଗରିକମାନଙ୍କୁ ରାଜ୍ୟ ସ୍ଥାପନା ଦିବସର ଅଭିନନ୍ଦନ । ଆଗାମୀ ସମୟରେ ରାଜ୍ୟ ପ୍ରଗତିର ନୂତନ ଶୀର୍ଷକୁ ସ୍ପର୍ଶ କରିବ, ଏଥିପାଇଁ ମୋର ଶୁଭକାମନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********