ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ଵ ରେଡିଓ ଦିବସ ଅବସରରେ ସବୁ ରେଡିଓ-ପ୍ରେମୀ ଓ ରେଡିଓ ଉଦ୍ୟୋଗରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ବିଶ୍ଵ ରେଡିଓ ଦିବସର ଶୁଭେଚ୍ଛା । ସବୁ ରେଡିଓ-ପ୍ରେମୀ, ରେଡିଓ ଉଦ୍ୟୋଗରେ କାର୍ଯ୍ୟରତ ବ୍ୟକ୍ତି ଏବଂ ଏହି ଗଣମାଧ୍ୟମକୁ ସକ୍ରିୟ ତଥା ଚଳଚଞ୍ଚଳ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ।
ଯୋଗାଯୋଗ, ଶିକ୍ଷଣ ଓ ଭାବ ବିନିମୟର ଏକ ଚମତ୍କାର ମାଧ୍ୟମ ହେଉଛି ରେଡିଓ । ମୋର “ମନ କି ବାତ” ଅନୁଭୂତିରୁ ଜାଣିପାରିଛି ଯେ ସମଗ୍ର ଭାରତର ଲୋକଙ୍କ ସହିତ ଯୋଡି ହେବାରେ ରେଡିଓ ଭଳି ମାଧ୍ୟମ ସହାୟକ ହୋଇଛି ।
ମନ କି ବାତ ର ସମସ୍ତ ଅଧ୍ୟାୟକୁ ଆପଣମାନେ ଏହି ଲିଙ୍କ – narendramodi.in/mann-ki-baat ଯୋଗେ ଶୁଣି ପାରିବେ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Greetings on World Radio Day. I congratulate all radio lovers and those who work in the radio industry & keep the medium active & vibrant.
— Narendra Modi (@narendramodi) February 13, 2017
Radio is a wonderful way to interact, learn & communicate. My own #MannKiBaat experience has connected me with people across India.
— Narendra Modi (@narendramodi) February 13, 2017
All #MannKiBaat episodes can be heard here. https://t.co/9c68fg4PLT
— Narendra Modi (@narendramodi) February 13, 2017