ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଲିଖିତ ଏକ ଲେଖ ସେୟାର କରିଛନ୍ତି । ଏଥିରେ ବର୍ଣ୍ଣନା କରାଯାଇଛି ଭାରତ କିପରି ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱରେ ବିକାଶ ଦିଗକୁ ଅଗ୍ରସର ହେଉଛି ଏବଂ ଏହାକୁ ନେତୃତ୍ୱକର୍ତ୍ତା ଏବଂ ନିର୍ଣ୍ଣାୟକ ରୂପରେ ସଶକ୍ତ କରୁଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି:
“କେନ୍ଦ୍ର ମନ୍ତ୍ରୀ @Annapurna4BJP ଲେଖିଛନ୍ତି କି ଭାରତ କିଭଳି ମହିଳାଙ୍କ ବିକାଶ ରୁ ମହିଳାଙ୍କ ନେତୃତ୍ୱରେ ବିକାଶ ଦିଗକୁ ଅଗ୍ରସର ହେଉଛି ଏବଂ ଏହାକୁ ନେତୃତ୍ୱକର୍ତ୍ତା ଓ ନିର୍ଣ୍ଣାୟକ ରୂପରେ ସଶକ୍ତ କରୁଛି ।”
SR
Union Minister @Annapurna4BJP Ji writes how India is transitioning from women’s development to women-led development, empowering them as leaders and decision-makers. https://t.co/IhQJF2QV2O
— PMO India (@PMOIndia) March 8, 2025