Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ସାଧାରଣ ଡିଜିଟାଲ ମୌଳିକ ଭିତ୍ତିଭୂମି, ଏଆଇ, ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ବିଶେଷ ଧ୍ୟାନ ଦେଇ ନିଜର ଡିଜିଟାଲ ଭବିଷ୍ୟତକୁ ଗଢ଼ିଛି : ପ୍ରଧାନମନ୍ତ୍ରୀ


ଭାରତ ସାଧାରଣ ଡିଜିଟାଲ ମୌଳିକ ଭିତ୍ତିଭୂମି, ଏଆଇ, ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ବିଶେଷ ଧ୍ୟାନ ଦେଇ ନିଜର ଡିଜିଟାଲ ଭବିଷ୍ୟତକୁ ଗଢ଼ି ତୋଳିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ପଢ଼ିବାକୁ ସମସ୍ତଙ୍କୁ ଅନୁରୋଧ କରି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ କୁହାଯାଇଛି :

“ଭାରତ କିପରି ସାଧାରଣ ଡିଜିଟାଲ ମୌଳିକ ଭିତ୍ତିଭୂମି (ଡିପିଆଇ), ଏଆଇ, ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ନିଜର ଡିଜିଟାଲ ଭବିଷ୍ୟତକୁ ଗଢ଼ିଛି ସେ ବିଷୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଏହାକୁ ନିଶ୍ଚୟ ପଢ଼ନ୍ତୁ !”

 

SR