Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ


ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ସେ କହିଛନ୍ତି ଯେ,ଭାରତରେ ସେମାନଙ୍କ ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ’ ପାଇଁ ଦୃଢ଼ ପ୍ରତିବଦ୍ଧତା ଦେଖି ସେ ଉତ୍ସାହିତ ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଶ୍ରୀ ତାତସୁ ୟାସୁନାଗାଙ୍କ ନେତୃତ୍ୱରେ ଆସିଥିବା ଜାପାନୀ ବ୍ୟବସାୟିକ ପ୍ରତିନିଧିଦଳକୁ ଆଜି ଭେଟି ଅତ୍ୟନ୍ତ ଆନନ୍ଦିତ । ଭାରତରେ ସେମାନଙ୍କ ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ’ ପାଇଁ ଦୃଢ଼ ପ୍ରତିବଦ୍ଧତା ଦେଖି ମୁଁ ଉତ୍ସାହିତ । ଆମର ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଯୋଗୀ ଜାପାନ ସହ ଆର୍ଥିକ ସହଭାଗିତା ଆଗାମୀ ଦିନରେ ଅଧିକ ଦୃଢ଼ ହେବା ଆଶା କରେ ।”  

SR