Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ୱ ବନ୍ୟଜନ୍ତୁ ଦିବସରେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ ଅବସରରେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି :

“ଆଜି, ବିଶ୍ୱ ବନ୍ୟଜନ୍ତୁ ଦିବସରେ, ଆସନ୍ତୁ ଆମେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବା । ପ୍ରତ୍ୟେକ ପ୍ରଜାତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି – ଆସନ୍ତୁ ଭବିଷ୍ୟତ ପୀଢ଼ି ପାଇଁ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ।

ବନ୍ୟଜନ୍ତୁ ସଂରକ୍ଷଣ ତଥା ସୁରକ୍ଷା ଦିଗରେ ଭାରତର ଅବଦାନ ପାଇଁ ମଧ୍ୟ ଆମେ ଗର୍ବିତ ।”

 

SR