Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଥାଇପୋଶମରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଆଜି ଥାଇପୋଶମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, “ଭଗବାନ ମୁରୁଗାନଙ୍କ ଦିବ୍ୟ କୃପା ଆମକୁ ଶକ୍ତି, ସମୃଦ୍ଧି ଓ ଜ୍ଞାନ ଆଣିଦେଉ । ଏହି ପବିତ୍ର ପର୍ବ ଅବସରରେ ମୁଁ ସମସ୍ତଙ୍କ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଓ ସଫଳତା କାମନା କରୁଛି ।”

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ସମସ୍ତଙ୍କ ଖୁସି ଓ ସମୃଦ୍ଧି କାମନା କରୁଛି!

ଭଗବାନ ମୁରୁଗାନଙ୍କ ଦିବ୍ୟ କୃପା ଆମକୁ ଶକ୍ତି, ସମୃଦ୍ଧି ଓ ଜ୍ଞାନ ଆଣିଦେଉ । ଏହି ପବିତ୍ର ପର୍ବ ଅବସରରେ ମୁଁ ସମସ୍ତଙ୍କ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଓ ସଫଳତା କାମନା କରୁଛି ।

ଆମ ଜୀବନରେ ଏହି ଦିନ ଶାନ୍ତି ଓ ସକରାତ୍ମକ ଭାବନା ଆଣୁ!

ଭେଟ୍ରିଭେଲ ମୁରୁଗାନୁକୁ ଆରୋଗରା!”

SR