Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପରୀକ୍ଷା ପେ ଚର୍ଚ୍ଚାର ସମସ୍ତ ଏପିସୋଡ୍ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତଙ୍କୁ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ର ସମସ୍ତ ଏପିସୋଡ୍ ଦେଖିବାକୁ ଏବଂ ପରୀକ୍ଷା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚାରେ ୮ଟି ଏପିସୋଡ୍ ଅଛି ଏବଂ ପ୍ରତ୍ୟେକରେ ପରୀକ୍ଷାର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରାଯାଇଛି ।

ତେଣୁ, ସମସ୍ତ ଏପିସୋଡ୍ ଦେଖନ୍ତୁ ଏବଂ ଆମର ପରୀକ୍ଷା ଯୋଦ୍ଧାମାନଙ୍କୁ ଉତ୍ସାହିତ କରନ୍ତୁ ।”

 

SR