ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪–୨୫ ଅର୍ଥନୈତିକ ସର୍ଭେରୁ ପ୍ରମୁଖ ସୂଚନା ଦେଇଛନ୍ତି, ଯେଉଁଥିରେ ଭିତ୍ତିଭୂମି, ଶକ୍ତି, କୃଷି ଏବଂ ନବସୃଜନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରାଯାଇଛି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :
“ଅର୍ଥନୈତିକ ସର୍ଭେରୁ କିଛି ଆକର୍ଷଣୀୟ ତଥ୍ୟ । ନିଶ୍ଚୟ ଦେଖନ୍ତୁ …”
SR
Some interesting data points from the Economic Survey. Do have a look… https://t.co/3TjazSiTm4
— Narendra Modi (@narendramodi) January 31, 2025