Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖେଳଣା ବିନିର୍ମାଣ କ୍ଷେତ୍ରରେ ଆମର ପ୍ରଗତି ଆତ୍ମନିର୍ଭରତା ଦିଗରେ ପ୍ରୟାସକୁ ଆଗକୁ ନେଇଛି ଏବଂ ପରମ୍ପରା ତଥା ଉଦ୍ୟମିତାକୁ ଲୋକପ୍ରିୟ କରିଛି: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି କି, ଖେଳଣା ବିନିର୍ମାଣ କ୍ଷେତ୍ରରେ ସରକାରଙ୍କ ଉନ୍ନତି ଆତ୍ମନିର୍ଭରତା ଦିଗରେ ଆମର ପ୍ରୟାସକୁ ଆଗେଇ ନେଇ ପରମ୍ପରା ତଥା ଉଦ୍ୟମିତାକୁ ଲୋକପ୍ରିୟ କରିଛି ।

ଏକ୍ସ ରେ ମନ୍ କୀ ବାତ୍ ହ୍ୟାଣ୍ଡଲ ଅପଡେଟ ପକ୍ଷରୁ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ସେ ଲେଖିଛନ୍ତି:

“ମୁଁ ମନ୍ କୀ ବାତ୍‌ #MannKiBaatର ଏକ ଏପିସୋଡରେ ଖେଳଣା ବିନିର୍ମାଣକୁ ପ୍ରୋତ୍ସାହିତ କରିବା ପ୍ରସଙ୍ଗରେ କହିଥିଲି । ଏବେ ସମଗ୍ର ଦେଶରେ ସାମୁହିକ ପ୍ରୟାସ ଯୋଗୁ ଏଥିରେ ପ୍ରଗତି ହୋଇପାରିଛି ।

ଏହି କ୍ଷେତ୍ରରେ ଆମର ପ୍ରଗତି ଆତ୍ମନିର୍ଭରତା ଦିଗରେ ଆମର ପ୍ରୟାସକୁ ଆଗେଇ ନେଇଛି ଏବଂ ପରମ୍ପରା ତଥା ଉଦ୍ୟମିତାକୁ ଲୋକପ୍ରିୟ କରିଛି ।”

SR