ରାଷ୍ଟ୍ରୀୟ ହଳଦୀ ବୋର୍ଡ (ନ୍ୟାସନାଲ ଟର୍ମେରିକ ବୋର୍ଡ)ର ସ୍ଥାପନାକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,ଏହା ନବାଚାର, ବୈଶ୍ୱିକ ପ୍ରୋତ୍ସାହନ ଏବଂ ଉତ୍ପାଦନ ଗୁଣବତ୍ତାକୁ ସୁନିଶ୍ଚିତ କରିବ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି:
“ରାଷ୍ଟ୍ରୀୟ ହଳଦୀବୋର୍ଡର ସ୍ଥାପନା ଅତ୍ୟନ୍ତ ପ୍ରସନ୍ନତାର ବିଷୟ, ବିଶେଷ କରି ଦେଶବ୍ୟାପୀ କଠିନ ପରିଶ୍ରମ କରୁଥିବା ଆମର ହଳଦୀ ଚାଷୀଙ୍କ ପାଇଁ ।
ହା ନବାଚାର, ବୈଶ୍ୱିକ ପ୍ରୋତ୍ସାହନ ଏବଂ ଉତ୍ପାଦନ ଗୁଣବତ୍ତାକୁ ସୁନିଶ୍ଚିତ କରିବ । ଏହା ଯୋଗାଣ ଶୃଙ୍ଖଳକୁ ଦୃôଢ଼ କରିବ ଏବଂ ଉଭୟ ଚାଷୀ ଓ ଉପଭୋକ୍ତାଙ୍କ ପାଇଁ ଲାଭ ଆଣିବ ।”
SR
The establishment of the National Turmeric Board is a matter of immense joy, particularly for our hardworking turmeric farmers across India!
— Narendra Modi (@narendramodi) January 14, 2025
This will ensure better opportunities for innovation, global promotion and value addition in turmeric production. It will strengthen the… https://t.co/Inwmrj4rBd