Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀରେ ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉତ୍ତର-ପୂର୍ବର ବୟନ କ୍ଷେତ୍ର, ପର୍ଯ୍ୟଟନ ସୁଯୋଗ ଏବଂ ପାରମ୍ପରିକ ଶିଳ୍ପକଳାର ଉତ୍ସବ ପାଳନ କରୁଛି : ପ୍ରଧାନମନ୍ତ୍ରୀ


କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ଶେୟାର କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଦିଲ୍ଲୀର ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉତ୍ତର-ପୂର୍ବର ବୟନ ଶିଳ୍ପ, ପର୍ଯ୍ୟଟନ ସୁଯୋଗ ଏବଂ ପାରମ୍ପରିକ ଶିଳ୍ପକଳାର ଉତ୍ସବ ପାଳନ କରୁଛି ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡେଲ ଲେଖିଛି :

“କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେଏମ୍ ସିନ୍ଧିଆ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଯେ, ଉନ୍ନତ ସଂଯୋଗ, ଡିଜିଟାଲ୍ ଅନ୍ତର୍ଭୁକ୍ତ ଏବଂ ଭିତ୍ତିଭୂମିରେ ବିନିଯୋଗ ମାଧ୍ୟମରେ ଉତ୍ତର-ପୂର୍ବ ଭାରତରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟୁଛି । ଦିଲ୍ଲୀରେ ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉତ୍ତର-ପୂର୍ବର ଭାଇବ୍ରାଣ୍ଟ ବୟନ କ୍ଷେତ୍ର, ପର୍ଯ୍ୟଟନ ସୁଯୋଗ ଏବଂ ପାରମ୍ପରିକ ଶିଳ୍ପକଳାର ଉତ୍ସବ ପାଳନ କରୁଛି।”

 

 

SR