Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁୱେତର ବିଦେଶମନ୍ତ୍ରୀ ମହାମାନ୍ୟ ଅବଦୁଲ୍ଲା ଅଲ୍ଲୀ ଅଲ୍‌-ୟାହୟାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁୱେତର ବିଦେଶ ମନ୍ତ୍ରୀ ମହାମାନ୍ୟ ଅବଦୁଲ୍ଲା ଅଲ୍ଲୀ ଅଲ୍‌-ୟାହୟାଙ୍କୁ ସ୍ୱାଗତ କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:

“କୁୱେତର ବିଦେଶ ମନ୍ତ୍ରୀ ମହାମାନ୍ୟ ଅବଦୁଲ୍ଲା ଅଲ୍ଲୀ ଅଲ୍‌-ୟାହୟାଙ୍କୁ ସ୍ୱାଗତ କରି ଅତ୍ୟନ୍ତ ପ୍ରସନ୍ନ । ଭାରତୀୟ ନାଗରିକଙ୍କ କଲ୍ୟାଣ ପାଇଁ କୁୱେତି ନେତୃତ୍ୱଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆମର ତଥା ଅଞ୍ଚଳର ଲୋକଙ୍କ ମଙ୍ଗଳ ପାଇଁ ଦୁଇ ଦେଶ ମଧ୍ୟରେ ଥିବା ଗଭୀର ତଥା ଐତିହାସିକ ବନ୍ଧୁତ୍ୱକୁ ଆଗେଇନେବା ପାଇଁ ଭାରତ ପ୍ରତିବଦ୍ଧ ।” 

SR