Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ଏକ ପେଡ୍ ମାଁ କେ ନାମ୍‌’ ଅଭିଯାନରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁୟାନା ରାଷ୍ଟ୍ରପତି ଡ. ଇରଫାନ ଅଲି

‘ଏକ ପେଡ୍ ମାଁ କେ ନାମ୍‌’ ଅଭିଯାନରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁୟାନା ରାଷ୍ଟ୍ରପତି ଡ. ଇରଫାନ ଅଲି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁୟାନାର ରାଷ୍ଟ୍ରପତି . ଇରଫାନ ଅଲି ଗୁୟାନାର ଜର୍ଜଟାଉନ୍ରେଏକ ପେଡ୍ ମାକେ ନାମ୍‌’ (ମା’ଙ୍କ ନାମରେ ଗୋଟିଏ ଗଛ) ଅଭିଯାନରେ ଭାଗ ନେଇଥିଲେ ଦୀର୍ଘସ୍ଥାୟିତ୍ଓ୍ ପାଇଁ ଏହା ଏକ ସହଭାଗୀ ପ୍ରତିବଦ୍ଧତା ବୋଲି ଶ୍ରୀ ମୋଦୀ କହିଥିଲେ

ଗୋଟିଏ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

ସ୍ଥିରତା ପାଇଁ ଏକ ସହଭାଗୀ ପ୍ରତିବଦ୍ଧତା !

ଏକ ବିଶେଷ ଆବେଗ ସହ ଗୁୟାନାର ରାଷ୍ଟ୍ରପତି ତଥା ମୋର ବନ୍ଧୁ . ଇରଫାନ୍ ଅଲି ତାଙ୍କ ଜେଜେମା ଏବଂ ଶାଶୁଙ୍କ ସହ ଏକ ବୃକ୍ଷ ରୋପଣ କରିଏକ୍ ପେଡ୍ ମାଁ କେ ନାମଅଭିଯାନରେ ଭାଗ ନେଇଥିଲେ

@DrMohamedIrfaa1
@presidentaligy”

**********

SR