ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି ଯେ ତଥ୍ୟ ସବୁବେଳେ ବାହାରକୁ ଆସିବ ଏବଂ ଏକ ନକଲି କାହାଣୀ କେବଳ ସୀମିତ ସମୟ ପାଇଁ ରହିବ ।
ଏକ୍ସରେ ଆଲୋକ ଭଟ୍ଟଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ସେ ଲେଖିଛନ୍ତି :
“ଆପଣ ବହୁତ ଭଲ କହିଛନ୍ତି । ଏହା ଭଲ ଯେ ସତ୍ୟ ବାହାରକୁ ଆସୁଛି, ଏବଂ ଏପରି ଭାବରେ ଯେ ସାଧାରଣ ଲୋକ ମଧ୍ୟ ଏହାକୁ ଦେଖିପାରିବେ ।
ଏକ ନକଲି କାହାଣୀ ସୀମିତ ସମୟ ପର୍ଯ୍ୟନ୍ତ ରହିପାରିବ । ପରିଶେଷରେ, ତଥ୍ୟ ସବୁବେଳେ ବାହାରକୁ ଆସିବ ।”
SR
Well said. It is good that this truth is coming out, and that too in a way common people can see it.
— Narendra Modi (@narendramodi) November 17, 2024
A fake narrative can persist only for a limited period of time. Eventually, the facts will always come out! https://t.co/8XXo5hQe2y