ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ବାଲାସାହେବ ଠାକରେଙ୍କୁ ତାଙ୍କର ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମହାରାଷ୍ଟ୍ରର ବିକାଶ ଏବଂ ମରାଠୀ ଲୋକମାନଙ୍କର ସଶକ୍ତିକରଣର ସମର୍ଥନ କରୁଥିବା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ବୋଲି ଶ୍ରୀ ମୋଦୀ କହିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି :
“ମୁଁ ମହାନ ବାଲାସାହେବ ଠାକ୍ରେଙ୍କୁ ତାଙ୍କର ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଏକମାତ୍ର ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏ ମହାରାଷ୍ଟ୍ରର ବିକାଶ ଏବଂ ମରାଠୀ ଲୋକଙ୍କ ସଶକ୍ତିକରଣକୁ ସମର୍ଥନ କରୁଥିଲେ । ସେ ଭାରତୀୟ ସଂସ୍କୃତି ଏବଂ ନୈତିକତାର ଗୌରବକୁ ଆଗକୁ ବଢ଼ାଇବାରେ ଦୃଢ଼ ବିଶ୍ୱାସ ରଖୁଥିଲେ । ତାଙ୍କର ନିର୍ଭିକ ସ୍ୱର ଏବଂ ଅଦମ୍ୟ ଚିନ୍ତାଧାରା ପ୍ରତ୍ୟେକ ପୀଢ଼ିକୁ ପ୍ରେରଣା ଯୋଗାଇବ ।”
SR
I pay homage to the great Balasaheb Thackeray Ji on his Punya Tithi. He was a visionary who championed the cause of Maharashtra’s development and the empowerment of Marathi people. He was a firm believer in enhancing the pride of Indian culture and ethos. His bold voice and…
— Narendra Modi (@narendramodi) November 17, 2024
महान बाळासाहेब ठाकरे जी यांच्या पुण्यतिथीनिमित्त मी त्यांना आदरांजली अर्पण करतो. महाराष्ट्राचा विकास आणि मराठी लोकांच्या सक्षमता यासाठी आग्रही असे ते एक द्रष्टे व्यक्तिमत्व होते. भारतीय संस्कृती आणि मूल्यांचे संवर्धन करून त्याविषयीचा अभिमान वृद्धिंगत करण्यावर त्यांचा दृढ…
— Narendra Modi (@narendramodi) November 17, 2024