ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ରତନ ଟାଟାଙ୍କ ଆସାଧାରଣ ଜୀବନ ଏବଂ କାର୍ଯ୍ୟ ଉପରେ ଏକ ନିବନ୍ଧରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
“ଶ୍ରୀ ରତନ ଟାଟାଙ୍କୁ ବିଦାୟ ଦେବାର ଇତି ମଧ୍ୟରେ ଏକ ମାସ ବିତିଗଲାଣି । ଭାରତୀୟ ଶିଳ୍ପ ପ୍ରତି ତାଙ୍କର ଅବଦାନ ସବୁଦିନ ପାଇଁ ପ୍ରେରଣା ଯୋଗାଇବ । ଏଠାରେ ମୁଁ ଏକ ଆଲେଖ୍ୟ ଲେଖିଛି ଯାହା ତାଙ୍କ ଅସାଧାରଣ ଜୀବନ ଏବଂ କାର୍ଯ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ ।
SR
Its been a month since we bid farewell to Shri Ratan Tata Ji. His contribution to Indian industry will forever continue to inspire. Here’s an OpEd I wrote which pays tribute to his extraordinary life and work. https://t.co/lt7RwVZEqe
— Narendra Modi (@narendramodi) November 9, 2024
रतन टाटा जी को अंतिम विदाई दिए हुए करीब एक महीना बीत चुका है। भारतीय उद्योग जगत में उनके योगदान को सदैव याद किया जाएगा और यह सभी देशवासियों को प्रेरित करता रहेगा। उनके असाधारण जीवन और अतुलनीय योगदान को समर्पित मेरा यह आलेख…https://t.co/WKehnVoBgW
— Narendra Modi (@narendramodi) November 9, 2024