Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଛଟ୍ ପୂଜାର ପ୍ରଥମ ଦିନରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା


ଛଟ୍ ପୂଜାର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମହାପର୍ବ ଛଟ୍ ର ଆଜି ନହାୟ-ଖାୟର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା । ବିଶେଷ ଭାବେ ବ୍ରତଧାରୀମାନଙ୍କୁ ମୋର ଅଭିନନ୍ଦନ । ଛଟ୍ ମା’ଙ୍କ କୃପାରୁ ଆପଣ ସମସ୍ତଙ୍କ ପୂଜା ସଫଳତାପୂର୍ବକ ସମ୍ପନ୍ନ ହେଉ, ଏହା ହିଁ ମୋର କାମନା ।”

    SR