ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଶିମରେ ବଂଜାରା ସମ୍ପ୍ରଦାୟର ସମ୍ମାନିତ ସାଧୁମାନଙ୍କୁ ଭେଟିଛନ୍ତି । ସମାଜର ସେବା ପାଇଁ ସେମାନଙ୍କର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ୱାଶିମ୍ରେ ବଂଜାରା ସମ୍ପ୍ରଦାୟର ସମ୍ମାନିତ ସାଧୁମାନଙ୍କୁ ଭେଟିଲି । ସମାଜର ସେବା ପାଇଁ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କଲି ।”
SR
In Washim, met respected Saints from the Banjara community. Appreciated their efforts to serve society. pic.twitter.com/bskieUHImx
— Narendra Modi (@narendramodi) October 5, 2024