୪୫ତମ ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଓ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଭାରତୀୟ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି । ସେମାନଙ୍କୁ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସେ ଉଭୟ ପୁରୁଷ ଓ ମହିଳା ଚେସ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ବାର୍ତ୍ତାରେ କହିଛନ୍ତି:
“ଆମ ଚେସ୍ ଟିମ୍ ୪୫ତମ ଚେସ୍ ଅଲମ୍ପିଆଡରେ ଜିତିବା ଭାରତ ପାଇଁ ଐତିହାସିକ ବିଜୟ #FIDE Chess Olympiad ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଏବଂ ମହିଳା ବର୍ଗରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଆମର ଅବିଶ୍ୱସନୀୟ ମହିଳା ଓ ପୁରୁଷ ଟିମକୁ ଅଭିନନ୍ଦନ । ଭାରତୀୟ କ୍ରୀଡ଼ା ରାସ୍ତାରେ ଏହି ଉଲ୍ଲେଖନୀୟ କୃତିତ୍ୱ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ସଫଳତା ଚେସ୍ ଖେଳର ଉତ୍ସାହୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରୁ ।”
SR
Historic win for India as our chess contingent wins the 45th #FIDE Chess Olympiad! India has won the Gold in both open and women’s category at Chess Olympiad! Congratulations to our incredible Men's and Women's Chess Teams. This remarkable achievement marks a new chapter in… pic.twitter.com/FUYHfK2Jtu
— Narendra Modi (@narendramodi) September 22, 2024