ଦେଶରେ ଶିଶୁ ମୃତ୍ୟୁହାରକୁ ସ୍ୱଚ୍ଛ ଭାରତ ମିସନ କିଭଳି ପ୍ରଭାବିତ କରୁଛି ସେ ନେଇ ଏକ ବୈଜ୍ଞାନିକ ରିପୋର୍ଟକୁ ଗୁରୁତ୍ୱ ଦେଇ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରଛନ୍ତି:
“ସ୍ୱଚ୍ଛ ଭାରତ ମିସନ ଭଳି ଅଭିଯାନକୁ ଗୁରୁତ୍ୱ ଦେଇ ହେଉଥିବା ଗବେଷଣା ସମ୍ପର୍କରେ ଅବଗତ ହୋଇ ଖୁସି ହେଲି । ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ଉପଯୁକ୍ତ ଶୌଚାଳୟର ଉପଲବ୍ଧତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଜନସ୍ୱାସ୍ଥ୍ୟର ଚିତ୍ରରେ ପରିବର୍ତ୍ତନ ଆଣିବାରେ ସ୍ୱଚ୍ଛ ଓ ନିରାପଦ ପରିମଳର ଭୂମିକା ରହିଛି । ଭାରତ ଏ କ୍ଷେତ୍ରରେ ଅଗ୍ରଣୀ ଥିବାରୁ ମୁଁ ଖୁସି ।”
SR
Happy to see research highlighting the impact of efforts like the Swachh Bharat Mission. Access to proper toilets plays a crucial role in reducing infant and child mortality.
— Narendra Modi (@narendramodi) September 5, 2024
Clean, safe sanitation has become a game-changer for public health. And, I am glad India has taken the…