Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏକ୍ସପୋସାଟ୍ ସାଟେଲାଇଟର ସଫଳ ଉତ୍‌କ୍ଷେପଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି ବ୍ୟକ୍ତ


ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ଏକ୍ସପୋସାଟ୍ କୃତ୍ରିମ ଉପଗ୍ରହର ସଫଳ ଉତ୍‌କ୍ଷେପଣକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ବ୍ୟକ୍ତ କରିଛନ୍ତି ।

 

ଭାରତକୁ ଶିଖରକୁ ନେବା ପାଇଁ ମହାକାଶ ଜଗତ ସହ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘୨୦୨୪ର ଏକ ଉଲ୍ଲେଖନୀୟ ଆରମ୍ଭ ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁୁ ଧନ୍ୟବାଦ । ଏହି ଉତକ୍ଷେପଣ ମହାକାଶ କ୍ଷେତ୍ର ପାଇଁ ଏକ ଅଦ୍ଭୁତ ଖବର ଏବଂ ଏହି କ୍ଷେତ୍ରରେ ଏହା ଭାରତର ଶକ୍ତି ବଢ଼ାଇବ । ଭାରତକୁ ଅଦ୍ଭୁତପୂର୍ବ ଶିଖରକୁ ନେଇଯିବାଲାଗି ଇସ୍ରୋର ବୈଜ୍ଞାନିକ ଏବଂ ସମ୍ପୂର୍ଣ୍ଣ ମହାକାଶ କ୍ଷେତ୍ରର ସହଭାଗୀଙ୍କୁ ଶୁଭେଚ୍ଛା ।’

 

  SR