Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡ଼ା, କର୍ଣ୍ଣାଟକ ଜେଡି(ଏସ୍‌) ମୁଖ୍ୟ ଏବଂ ଏଚ୍‌ଡି ରେବାନ୍ନାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡ଼ା, କର୍ଣ୍ଣାଟକ ଜେଡି(ଏସ୍‌) ମୁଖ୍ୟ ଏଚ୍‌ଡି କୁମାରସ୍ୱାମୀ ଏବଂ ଏଚ୍‌ଡି ରେବାନ୍ନାଙ୍କୁ ଭେଟିଛନ୍ତି ।

 

ଦେଶର ପ୍ରଗତିରେ ଅନୁକରଣୀୟ ଯୋଗଦାନ ପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍‌ଡି ଦେବେ ଗୌଡ଼ା, ଶ୍ରୀ ଏଚ୍‌ଡି କୁମାରସ୍ୱାମୀ ଏବଂ ଶ୍ରୀ ଏଚ୍‌ଡି ରେବାନ୍ନାଙ୍କୁ ଭେଟିଲେ ସବୁବେଳେ ଖୁସି ଲାଗିଥାଏ ।

 

ଦେଶର ପ୍ରଗତିରେ ଦେବେ ଗୌଡ଼ାଙ୍କ ଅନୁକରଣୀୟ ଯୋଗଦାନକୁ ଭାରତ ସବୁବେଳେ ପ୍ରଶଂସା କରିଥାଏ । ବିବିଧ ନୀତିଗତ ମାମଲାରେ ତାଙ୍କ ବିଚାର ଅନ୍ତର୍ନିହିତ ଏବଂ ଭବିଷ୍ୟବାଦୀ ଅଟେ ।’

 

  SR