Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କ ନେତୃତ୍ୱ ଏବଂ ବୌଦ୍ଧିକ ଗଭୀରତା ଆମ ଦେଶର ଗତିପଥକୁ ଏକ ମଜଭୁତ ଆକାର ଦେଇଛି । ତାଙ୍କ ଅନ୍ତର୍ଦୃଷ୍ଟି ଏବଂ ନେତୃତ୍ୱ ଅମୂଲ୍ୟ ଥିଲା ଏବଂ ବ୍ୟକ୍ତିଗତ ସ୍ତରରେ ଆମ ଆଲୋଚନା ସର୍ବଦା ସମୃଦ୍ଧ ଥିଲା । ତାଙ୍କ ନିଷ୍ଠା ଏବଂ ଜ୍ଞାନ ସର୍ବଦା ଆମ ପ୍ରଗତିର ଯାତ୍ରାରେ ଏକ ମାର୍ଗଦର୍ଶକ ହେବ ।’

 

  SR