ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ତଥା ବିଶ୍ୱରେ ରହୁଥିବା ଇହୁଦୀ ଲୋକଙ୍କୁ ହନୁକ୍କା ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଟ୍ୟାଗ୍ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ହନୁକ୍କା ସମିଚ୍! ହନୁକ୍କା ଅବସରରେ ମୁଁ ଭାରତ ତଥା ବିଶ୍ୱରେ ରହୁଥିବା ଆମ ଇହୁଦୀ ବନ୍ଧୁମାନଙ୍କୁ ଶୁଭେଚ୍ଛା । ଏହି ପର୍ବ ସମସ୍ତଙ୍କ ଜୀବନରେ ଶାନ୍ତି, ବିଶ୍ୱାସ ଏବଂ ଚମକ ଆଣୁ ।’
SR
Hanukkah Sameach! I extend my warmest greetings to our Jewish friends in India and around the world on the occasion of Hanukkah. May this festival bring peace, hope and brightness in everybody's lives. @netanyahu
— Narendra Modi (@narendramodi) December 7, 2023
חג #חנוכה שמח!
— Narendra Modi (@narendramodi) December 7, 2023
מאחל חג #חנוכה שמח לראש הממשלה netanyahu@ ולעם ישראל. מי יתן והחג הזה יביא עימו שלום, תקווה ואור בחייהם של כולם.