Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ରେଭନ୍ତ ରେଡ୍ଡୀ ଗାରୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ରେଭନ୍ତ ରେଡ୍ଡୀ ଗାରୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ରେଭନ୍ତ ରେଡ୍ଡୀ ଗାରୁଙ୍କୁ ଅଭିନନ୍ଦନ । ରାଜ୍ୟର ପ୍ରଗତି ତଥା ଏହାର ନାଗରିକଙ୍କ କଲ୍ୟାଣ ଲାଗି ମୁଁ ସମସ୍ତ ସମ୍ଭାବ୍ୟ ସମର୍ଥନ ସୁନିଶ୍ଚିତ କରୁଛି ।’

 

  SR