ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ୨୦୨୩ ଡିସେମ୍ବର ୧ରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ବୈଠକ କରିଛନ୍ତି ।
ଦୁଇ ନେତା ଜଳବାୟୁ ଲାଗି ପଦକ୍ଷେପ, ଜଳବାୟୁ ଆର୍ଥିକ ସହାୟତା, କ୍ରୀଡ଼ା, ଶକ୍ତି, ପ୍ରତିରକ୍ଷା ଏବଂ ନାଗରିକ ସହଯୋଗ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
SR
Happy to have met my good friend, President @EmmanuelMacron in Dubai. Our conversation was enriching as always. I admire his passion to further cement India-France relations. pic.twitter.com/JDQ1sVpwVE
— Narendra Modi (@narendramodi) December 1, 2023
Heureux d'avoir retrouvé mon cher ami, le président @EmmanuelMacron, à Dubaï. Notre conversation a été enrichissante, comme toujours. J'admire sa passion pour le renforcement des relations entre l'Inde et la France. pic.twitter.com/eymIo4CkGl
— Narendra Modi (@narendramodi) December 1, 2023
PM @narendramodi and President @EmmanuelMacron held fruitful discussions on the sidelines of @COP28_UAE Summit in Dubai. They discussed a wide range of topics, such as energy, defence, and climate action. pic.twitter.com/i6AQ6R291i
— PMO India (@PMOIndia) December 1, 2023