Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନାଗାଲାଣ୍ଡ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି:

 

‘ନାଗାଲାଣ୍ଡବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ରାଜ୍ୟର ଆକର୍ଷଣୀୟ ଇତିହାସ, ରଙ୍ଗୀନ ଉତ୍ସବ ଏବଂ ହୃଦୟବାନ ଲୋକେ ବେଶ୍ ପ୍ରଶଂସନୀୟ । ଏହି ଦିନ ନାଗାଲାଣ୍ଡର ବିକାଶ ତଥା ସଫଳତାର ଯାତ୍ରା ସୁଦୃଢ଼ କରୁ ।’

 

  SR