Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିକ୍ ଜାଗରଙ୍କୁ ଭାରତକୁ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ


ସଙ୍ଗୀତ କିମ୍ବଦନ୍ତୀ ମିକ୍ ଜାଗରଙ୍କ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତିକ୍ରିୟା ଦେଇଛନ୍ତି ।

 

ଭାରତ ଆସିଥିବାରୁ ତାଙ୍କୁ ଖସି ଲାଗିଥିବା ଶ୍ରୀ ଜାଗର ପୋଷ୍ଟ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର କିଛି ପ୍ରସିଦ୍ଧ ସଙ୍ଗୀତ ବିଷୟରେ ଉଲ୍ଲେଖ କରି ଏକ୍ସରେ କହିଛନ୍ତି:

 

‘ୟୁ କାଣ୍ଟ୍ ଅଲ୍‌ୱେଜ୍ ଗେଟ୍ ହ୍ୱାଟ୍ ୟୁ ୱାଣ୍ଟ୍‌’, କିନ୍ତୁ ଭାରତ ସାଧନାକାରୀଙ୍କ ଭୂମି, ଯେ କି ସବୁ ପ୍ରକାର ସାନ୍ତ୍ୱନା ଏବଂ ସନ୍ତୁଷ୍ଟି ପ୍ରଦାନ କରିଥାଏ ।

 

ଏଠାକାର ଲୋକ ଏବଂ ସଂସ୍କୃତି ମଧ୍ୟରେ ଆପଣଙ୍କୁ ଆନନ୍ଦ ମିଳିଥିବା ଜାଣି ଖୁସି ।

 

ଏପରି ଆସିବା ଜାରି ରଖନ୍ତୁ.. ।’

 

 SR