ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍–ଏଫ୍ ୫୫୨ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ମୁଥୁରାଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ମୁଥୁରାଜଙ୍କ ଶକ୍ତି ଓ ସଂକଳ୍ପ ବିଶ୍ୱ ସ୍ତରରେ ଭାରତର ପ୍ରତିଭାକୁ ପ୍ରଦର୍ଶିତ କରିଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ମୁଥୁରାଜାଙ୍କୁ ପୁରୁଷ ସଟ୍ ପୁଟ୍–ଏଫ୍–୫୫ ଇଭେଣ୍ଟରେ ଉଲ୍ଲେଖନୀୟ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ। ତାଙ୍କର ଶକ୍ତି ଏବଂ ସଂକଳ୍ପ ଯୋଗୁଁ ଭାରତର ପ୍ରତିଭାକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରାଯାଇଛି । ଏହି ବିଜୟ ଅନ୍ୟମାନଙ୍କୁ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଦେବା ସହିତ କଦାପି ନିଜର ସ୍ୱପ୍ନ କୁ ନଛାଡ଼ିବା ପାଇଁ ଉତ୍ସାହିତ କରେ।
Congratulations to Muthuraja for his remarkable Bronze in Men’s Shot Put-F55 event. His strength and determination have led to showcasing of India’s talent on the global stage. May this victory motivate others pursue excellence and never give up on their dreams. pic.twitter.com/Sl2lRg6YJl
— Narendra Modi (@narendramodi) October 26, 2023
BS
Congratulations to Muthuraja for his remarkable Bronze in Men's Shot Put-F55 event. His strength and determination have led to showcasing of India's talent on the global stage. May this victory motivate others pursue excellence and never give up on their dreams. pic.twitter.com/Sl2lRg6YJl
— Narendra Modi (@narendramodi) October 26, 2023