ପାରା ଏସୀୟ କ୍ରୀଡ଼ାରେ ମହିଳା ପାରା କ୍ଲବ୍ ଥ୍ରୋ– ଏଫ୍ ୩୨/୫୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା କ୍ରୀଡ଼ାବିତ୍ ଏକତା ଭ୍ୟାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :
ମହିଳା ପାରା କ୍ଲବ ଥ୍ରୋ– ଏଫ୍ ୩୨/୫୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଏକତା ଭ୍ୟାନଙ୍କୁ ଅଭିନନ୍ଦନ। ଏହି ସଫଳତାରେ ଭାରତ ଆନନ୍ଦିତ।
Congratulations to @BhyanEkta for securing the Bronze Medal in the Women’s Para Club Throw – F32/51 event. India is delighted by this achievement! pic.twitter.com/YRZtvEfwRD
— Narendra Modi (@narendramodi) October 24, 2023
BS
Congratulations to @BhyanEkta for securing the Bronze Medal in the Women's Para Club Throw - F32/51 event. India is delighted by this achievement! pic.twitter.com/YRZtvEfwRD
— Narendra Modi (@narendramodi) October 24, 2023