Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁରୁଷ କ୍ରିକେଟ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଭାରତୀୟ କ୍ରିକେଟ ଟିମର ଚମତ୍କାର ବିଜୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପୁରୁଷ କ୍ରିକେଟ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଭାରତୀୟ କ୍ରିକେଟ ଟିମର ଚମତ୍କାର ବିଜୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଆଉ ଏକ ଅସାଧାରଣ ଖେଳ!

 

ବାଂଲାଦେଶ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଆମ କ୍ରିକେଟ  ଟିମ ପାଇଁ ଗର୍ବିତ ।

 

ବିଶ୍ୱକପରେ ଆମ ଟିମ ବହୁତ ଭଲ ଫର୍ମରେ ଅଛି । ପରବର୍ତ୍ତୀ ମ୍ୟାଚ ପାଇଁ ଶୁଭେଚ୍ଛା ।’

 

SR