Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆୟୁଷ୍ମାନ ଭବ ଅଭିଯାନର ସଫଳତାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଆୟୁଷ୍ମାନ ଭବ ଅଭିଯାନରେ ୮୦,୦୦୦ରୁ ଅଧିକ ଲୋକ ନିଜ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଅଙ୍ଗଦାନ ଅଭିଯାନର ସଫଳତାକୁ ପ୍ରଶଂସା କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏହି ଉଦ୍ୟମକ ବିପୁଳ ପ୍ରତିକ୍ରିୟା ମିଳିଥିବାରୁ ବେଶ୍ ଆନନ୍ଦିତ! ଏହ ବାସ୍ତବରେ ଜୀବନ ରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଭବିଷ୍ୟତରେ ଅଧିକରୁ ଅଧିକ ଲୋକ ଏହି ମହାନ୍ କାର୍ଯ୍ୟରେ ଯୋଗଦାନ କରିବେ ବୋଲି ଆଶା ।’ 

 

SR