Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଏସିଆନ୍ ଗେମରେ ପୁରୁଷ କବାଡ଼ି ଟିମ୍ ଦ୍ବାରା ସ୍ବର୍ଣ୍ଣ ପଦକ ଜିତିଥିବା ହେତୁ ଅଭିନନ୍ଦନ ଜଣାଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ହେଉଥିବା ଏସିଆନ୍ ଗେମ୍-2022 ରେ ଭାରତର ପୁରୁଷ କବାଡ଼ି ଟିମ୍ ଦ୍ବାରା ସ୍ବର୍ଣ୍ଣ ପଦକ ଜିତିଥିବା ହେତୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି :

‘‘ହର୍ଷୋଲ୍ଲାସର ସମୟ। ଆମର କବାଡ଼ି ଟିମ୍ ଅପରାଜେୟ ଅଟେ, ଏସିଆନ୍ ଗେମରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ। ତାଙ୍କର ନିରନ୍ତର ପ୍ରଚେଷ୍ଟା ଏବଂ ଉଲ୍ଲେଖନୀୟ ଟିମୱାର୍କ ଦ୍ବାରା ଭାରତକୁ ଏହି ଗୌରବ ମିଳିପାରିଛି।’’

BS