Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜସ୍ଥାନର ଚିତ୍ତୋରଗଡ଼ର ସାନୱାରିଆ ସେଠ୍ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜା କରିଛନ୍ତି

ରାଜସ୍ଥାନର ଚିତ୍ତୋରଗଡ଼ର ସାନୱାରିଆ ସେଠ୍ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜା କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଚିତ୍ତୋରଗଡ଼ର ସାନୱାରିଆ ସେଠ୍ ମନ୍ଦିରରେ ଦର୍ଶନ ପୂଜା କରିଛନ୍ତି

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ଚିତ୍ତୋରଗଡ଼ର ଐତିହାସିକ ଶ୍ରୀ ସାନୱାରିଆ ସେଠ୍ ମନ୍ଦିର ଦର୍ଶନ କରି ପୂଜା କରିବା ପରେ ମୁଁ ଅତ୍ୟନ୍ତ ଅଭିଭୂତ ଏଠାରେ ମୁଁ ରାଜସ୍ଥାନର ପରିବାର ସଦସ୍ୟଙ୍କ ସୁଖ ଏବଂ ସମୃଦ୍ଧି ପାଇଁ କାମନା କରିଛି

 

SR