ଏସୀୟ କ୍ରୀଡ଼ାରେ ଶଟ୍ ପୁଟ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା କିରଣ ବଳିୟାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତୀୟ ଆଥଲେଟମାନେ ଏସୀୟ କ୍ରୀଡ଼ା ୨୦୨୨ରେ ଚମକିବା ଜାରି ରଖିଛନ୍ତି ।
ଶଟ୍ ପୁଟ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଏବଂ ବ୍ରୋଞ୍ଜ ପଦକ ଜିତିବା ପାଇଁ କିରଣ ବଳିୟାନଙ୍କୁ ବହୁତ ଅଭିନନ୍ଦନ । ତାଙ୍କର ଏହି ସଫଳତା ସମଗ୍ର ଦେଶକୁ ଖୁସି କରିଦେଇଛି ।’
Indian athletes continue to shine at the Asian Games 2022!
A big congratulations to the exceptional Kiran Baliyan for her amazing achievement in the Shot Put event and winning the Bronze Medal. Her success has delighted the entire nation. pic.twitter.com/EsNQyRzqRB
— Narendra Modi (@narendramodi) September 29, 2023
SR