ସଂସଦର ମହିଳା ସଦସ୍ୟମାନେ ଗତ ରାତିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହେବା ପରେ ଅତ୍ୟନ୍ତ ଆନନ୍ଦିତ ଥିବା ଆମର ଦକ୍ଷ ମହିଳା ସାଂସଦଙ୍କୁ ଭେଟିବାର ଗୌରବ ମିଳିଛି ।
ପରିବର୍ତ୍ତନର ମଶାଲ ଧରିଥିôବା ମହିଳାମାନେ ଏକତ୍ର ହୋଇ ସେମାନେ ସମର୍ଥନ କରିଥିବା ବିଲ୍ ପାଇଁ ଉତ୍ସବ ପାଳିବା ଦେଖି ଖୁସି ଲାଗିଲା ।
ନାରୀ ଶକ୍ତି ବନ୍ଦନ ଅଧିନିୟମ ପାସ୍ ହେବା ସହ ଭାରତ ଏକ ଉଜ୍ଜ୍ୱଳ, ଅଧିକ ସମାବେଶୀ ଭବିଷ୍ୟତ ଆଡ଼କୁ ଗତି କରିଛି ଏବଂ ଆମ ନାରୀ ଶକ୍ତି ଏହି ପରିବର୍ତ୍ତନର ମୂଳରେ ରହିଛନ୍ତି ।’
Had the honor of meeting our dynamic women MPs who are absolutely thrilled at the passage of the Nari Shakti Vandan Adhiniyam.
It is gladdening to see the torchbearers of change come together to celebrate the very legislation they have championed.
With the passage of the Nari… pic.twitter.com/et8bukQ6Nj
— Narendra Modi (@narendramodi) September 21, 2023
SR