ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଏକ ଲେଖା ସହ ସହମତ ହୋଇଛନ୍ତି ଯେ ଆୟୁଷ୍ମାନ ଭବ ଅଭିଯାନ ବ୍ୟାପକ ଯୋଗଦାନ, ପିଏମ-ଜେଏୱାଇ ବିଷୟରେ ସଚେତନତା ବିକାଶ, ସ୍ୱାସ୍ଥ୍ୟ ଆକାଉଣ୍ଟ ଆଇଡି ସୃଷ୍ଟି କରିବା ଏବଂ ଗ୍ରାମ ତଥା ସହରାଞ୍ଚଳ ୱାର୍ଡରେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇଥାଏ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡୀଭୀୟଙ୍କ ଦ୍ୱାରା ଏକ୍ସେ ରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘‘କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସ୍ପଷ୍ଟ କରିଛନ୍ତି ଯେ କିପରି ‘ଆୟୁଷ୍ମାନ ଭବ’ ଅଭିଯାନ ବ୍ୟାପକ ଯୋଗଦାନ, ପିଏମ-ଜେଏୱାଇ ବିଷୟରେ ସଚେତନତା ବିକାଶ, ସ୍ୱାସ୍ଥ୍ୟ ଆକାଉଣ୍ଟ ଆଇଡି ସୃଷ୍ଟି କରିବା ଏବଂ ଗାଁ ତଥା ସହରାଞ୍ଚଳ ୱାର୍ଡରେ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି ।’’
HS
Union Health Minister @mansukhmandviya elucidates how 'Ayushman Bhav' campaign focuses on comprehensive coverage, developing awareness about PM-JAY, creating health account IDs, and providing various health services in villages as well as urban wards. https://t.co/2Pt8fiR3wr
— PMO India (@PMOIndia) September 16, 2023