ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଶ୍ରୀ ଗୁରୁ ଗ୍ରନ୍ଥ ସାହିବ କାଳାତୀତ ଜ୍ଞାନ ଏବଂ ଅସୀମ କରୁଣାର ପ୍ରତୀକ । ଏହାର କଥା ଦିବ୍ୟତା ସହ ଓତପ୍ରୋତ, ସମୟ ଏବଂ ସୀମାତୀତ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେମ, ଏକତା ଏବଂ ଶାନ୍ତିର ମାର୍ଗଦର୍ଶନ କରେ । ଏହା ଆମକୁ ମାନବିକତା ଗ୍ରହଣ କରିବା, ନିଃସ୍ୱାର୍ଥପର ସେବାକୁ ସମ୍ମାନ ଦେବା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଦ୍ଭାବ ଲାଗି ପ୍ରେରିତ କରିଥାଏ । ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପ୍ରକାଶ ପର୍ବରେ ମୋର ଶୁଭକାମନା ।’
SR
Sri Guru Granth Sahib stands as a beacon of timeless wisdom and boundless compassion. Its verses, steeped in divinity, transcend time and boundaries, guiding millions towards a path of love, unity and peace. It inspires us to embrace humanity, cherish selfless service and seek… pic.twitter.com/PY6ZgdxuKC
— Narendra Modi (@narendramodi) September 16, 2023
ਸ੍ਰੀ ਗੁਰੂ ਗ੍ਰੰਥ ਸਾਹਿਬ ਸਦੀਵੀ ਗਿਆਨ ਅਤੇ ਅਸੀਮ ਰਹਿਮਤ ਦੇ ਪ੍ਰਤੀਕ ਹਨ। ਸ੍ਰੀ ਗੁਰੂ ਗ੍ਰੰਥ ਸਾਹਿਬ ਵਿੱਚ ਦਰਜ ਬਾਣੀ, ਬ੍ਰਹਮਤਾ ਨਾਲ ਭਰਪੂਰ, ਸਮੇਂ ਅਤੇ ਸੀਮਾਵਾਂ ਤੋਂ ਪਰ੍ਹੇ, ਲੱਖਾਂ ਲੋਕਾਂ ਨੂੰ ਪਿਆਰ, ਏਕਤਾ ਅਤੇ ਸ਼ਾਂਤੀ ਦੇ ਮਾਰਗ ਵੱਲ ਸੇਧਿਤ ਕਰਦੀ ਹੈ। ਇਹ ਸਾਨੂੰ ਮਾਨਵਤਾ ਨੂੰ ਗਲੇ ਲਗਾਉਣ, ਨਿਰਸਵਾਰਥ ਸੇਵਾ ਕਰਨ ਅਤੇ ਜੀਵਨ ਦੇ ਹਰ ਪਹਿਲੂ… pic.twitter.com/i3s57jORk2
— Narendra Modi (@narendramodi) September 16, 2023