ଆମ ପରିବାରର ସ୍ୱାସ୍ଥ୍ୟ ପାଇଁ ଏକ ବହୁତ ବଡ଼ ଅଭିଯାନ ରାଷ୍ଟ୍ରୀୟ ପୋଷଣ ମାହ ଜନ ଭାଗିଦାରୀ ଦ୍ୱାରା ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ସେ ତାଙ୍କ ମନ୍ କୀ ବାତରେ ଏହି ଅଭିଯାନ ବାବଦରେ ଦର୍ଶାଇଥିବାର ଏକ ଭିଡିଓ ସେୟାର କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ରାଷ୍ଟ୍ରୀୟ ପୋଷଣ ମାହ’ ଆମ ପରିବାର ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ପଦକ୍ଷେପ, ଯାହା କି ଜନ ଭାଗିଦାରୀ ଦ୍ୱାରା ସଫଳ ହୋଇପାରିବ । ମନ୍ କୀ ବାତରେ ମୁଁ ଏ ବିଷୟରେ ଚର୍ଚ୍ଚା କରିଥିଲି ଯେ, କିପରି କୁପୋଷଣ ମୁକ୍ତ ଭାରତ ପାଇଁ ଦେଶବ୍ୟାପୀ ଗୋଟିଏ ପରେ ଗୋଟିଏ ନିଆରା ପ୍ରୟାସ କରାଯାଉଛି ।’
‘राष्ट्रीय पोषण माह’ हमारे परिवारजनों के बेहतर स्वास्थ्य के लिए एक बड़ी पहल है, जिसे जनभागीदारी ही सफल बनाएगी। मन की बात में मैंने इस बारे में चर्चा की थी कि कैसे कुपोषण मुक्त भारत के लिए देशभर में एक से बढ़कर एक कई अनूठे प्रयास किए जा रहे हैं… https://t.co/lz64iJcPDJ https://t.co/a9d485ePmS
— Narendra Modi (@narendramodi) September 1, 2023
SR