ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁଲାଇ ୨୦୨୩ ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି ।
ନେତାମାନେ ଅର୍ଥନୈତିକ ଏବଂ ବାଣିଜ୍ୟ, ଶକ୍ତି, ପରିବେଶ, ଶିକ୍ଷା, ଗତିଶୀଳତା, ରେଳବାଇ, ଡିଜିଟାଲ ଭିତ୍ତିଭୂମି, ମ୍ୟୁଜିଓଲୋଜି ଏବଂ ଜନସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବାକୁ ଆଲୋଚନା କରିଥିଲେ ।
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବହୁମୁଖୀ ସହଯୋଗକୁ ଆହୁରି ଗଭୀର କରିବାକୁ ଉଭୟ ପକ୍ଷ ସେମାନଙ୍କର ଇଚ୍ଛାକୁ ଦୋହରାଇଛନ୍ତି ।
HS
PM @narendramodi held fruitful talks with PM @elisabeth_borne in Paris.
— PMO India (@PMOIndia) July 13, 2023
The leaders reviewed various facets of India-France partnership as well as discussed measures to further strengthen the ties between both the countries. pic.twitter.com/acUnHLfmeW
Had an excellent meeting with PM @Elisabeth_Borne. We discussed ways to deepen cooperation in areas such as commerce, infrastructure building, energy, culture and more. pic.twitter.com/Z3DuCsOg8b
— Narendra Modi (@narendramodi) July 13, 2023
Je viens d'avoir un excellent échange avec la Première ministre @Elisabeth_Borne. Nous avons discuté des façons d'approfondir notre coopération dans les domaines du commerce, de la construction, de l'énergie, de la culture, entre autres. pic.twitter.com/ocZswqYGyw
— Narendra Modi (@narendramodi) July 13, 2023