Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆୟୁଷ୍ମାନ ଭାରତ ଯୋଜନା ୧.୬୦ ଲକ୍ଷ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଯୋଜନା .୬୦ ଲକ୍ଷ ସ୍ୱାସ୍ଥ୍ୟ ସୁସ୍ଥତା କେନ୍ଦ୍ରକୁ ବିସ୍ତାର ହେବାକୁ ପ୍ରଶଂସା କରିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ . ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଗରିବଙ୍କ ପାଇଁ ଉନ୍ନତମାନର ତଥା ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ଆମର ପ୍ରୟାସ ଗତିଶୀଳ ହେବାରେ ଲାଗିଛି

SR