ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେନେରାଲ ଇଲେକ୍ଟ୍ରିକର ସିଇଓ ଏଚ୍ ଲରେନ୍ସ କଲ୍ପଙ୍କୁ ଭେଟିଛନ୍ତି ।
ଉତ୍ପାଦନ କ୍ଷେତ୍ରରେ ଭାରତରେ ଦୀର୍ଘଦିନର ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଜେନେରାଲ ଇଲେକ୍ଟ୍ରିକର ପ୍ରଶଂସା କରିଥିଲେ ।
ଭାରତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଜେଇର ବ୍ୟାପକ ପ୍ରଯୁକ୍ତି ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ କଲ୍ପ ଜୁନିୟର ଆଲୋଚନା କରିଥିଲେ ।
ଭାରତରେ ବିମାନ ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବଡ଼ ଭୂମିକା ନିଭାଇବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜିଇକୁ ଆମନ୍ତ୍ରଣ କରିଥିଲେ ।
SR
PM @narendramodi held productive discussions with CEO of @generalelectric, H. Lawrence Culp, Jr. They discussed GE’s greater technology collaboration to promote manufacturing in India. pic.twitter.com/v116lzVuaR
— PMO India (@PMOIndia) June 22, 2023