ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ଅର୍ଥନୀତିଜ୍ଞ ତଥା ନୀତି ଉଦ୍ୟୋଗୀ ପ୍ରଫେସର ପଲ୍ ରୋମରଙ୍କୁ ଭେଟିଛନ୍ତି ।
ଆଧାର, ଡିଜି ଲକର ଭଳି ଅଭିନବ ଉପକରଣର ବ୍ୟବହାର ସହ ଭାରତର ଡିଜିଟାଲ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ଏବଂ ପ୍ରଫେସର ରୋମର ଆଲୋଚନା କରିଥିଲେ । ଏଥିସହ ସହରାଞ୍ଚଳ ବିକାଶ ପାଇଁ ଭାରତ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ ।
SR
PM @narendramodi met former Chief Economist of World Bank and Nobel laureate, Prof. @paulmromer in New York City. They had a conversation about India's digital trajectory. pic.twitter.com/YGyaFIItbU
— PMO India (@PMOIndia) June 21, 2023
Glad to have met noted economist and Nobel laureate, Professor @paulmromer. We had extensive conversations on leveraging technology to improve lives. We also talked about how to make our cities more sustainable and people friendly. pic.twitter.com/OG3NhLi9CT
— Narendra Modi (@narendramodi) June 21, 2023