ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କ ଠାରେ ବୈଷୟିକ ଅଗ୍ରଦୂତ, ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟେସଲା ଆଇଏନସି ଏବଂ ସ୍ପେସ୍ ଏକ୍ସର ସିଇଓ; ସିଟିଓର ମାଲିକ ଏବଂ ଟୁଇଟର ର ଅଧ୍ୟକ୍ଷ, ବୋରିଂ କମ୍ପାନୀ ଏବଂ ଏକ୍ସ–କର୍ପର ପ୍ରତିଷ୍ଠାତା; ନ୍ୟୁରୋଲିଙ୍କ୍ ଏବଂ ଓପନଏଆଇର ସହ ପ୍ରତିଷ୍ଠାତା ଶ୍ରୀ ଏଲୋନ୍ ମସ୍କଙ୍କୁ ଭେଟିଛନ୍ତି ।
ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳକୁ ସୁଗମ ତଥା ସୁଲଭ କରିବା ପାଇଁ ଶ୍ରୀ ମସ୍କଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବୈଦ୍ୟୁତିକ ଗତିଶୀଳତା ଏବଂ ବ୍ୟବସାୟିକ ମହାକାଶ କ୍ଷେତ୍ରକୁ ଶୀଘ୍ର ବିସ୍ତାର କରିବା ପାଇଁ ଭାରତରେ ସୁଯୋଗ ଅନୁସନ୍ଧାନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମସ୍କଙ୍କୁ ଆମନ୍ତ୍ରଣ କରିଥିଲେ ।
HS
Prime Minister @narendramodi held a wonderful meeting with CEO of @Tesla and @SpaceX, Mr. @elonmusk. Discussions revolved around the implementation of economic reforms aimed at improving the business climate and promoting investment prospects in India. pic.twitter.com/ikXrnoQPoF
— PMO India (@PMOIndia) June 21, 2023
Great meeting you today @elonmusk! We had multifaceted conversations on issues ranging from energy to spirituality. https://t.co/r0mzwNbTyN pic.twitter.com/IVwOy5SlMV
— Narendra Modi (@narendramodi) June 21, 2023