Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା । ଜ୍ଞାନ, ଗରିମା ଏବଂ ଆମ ଲୋକଙ୍କ କଲ୍ୟାଣ ନିମନ୍ତେ ପ୍ରତିବଦ୍ଧତାର ସେ ଏକ କିରଣ । ଦେଶକୁ ପ୍ରଗତି ଦିଗରେ ଆଗକୁ ବଢ଼ାଇବାରେ ତାଙ୍କ ଉଦ୍ୟମ ପାଇଁ ସେ ପ୍ରଶଂସିତ । ତାଙ୍କ ସମର୍ପଣ ଆମ ସମସ୍ତଙ୍କୁ ପ୍ରେରିତ କରିଥାଏ । ତାଙ୍କ ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରୁଛି ।’

SR