Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ତାଙ୍କ ଆଗାମୀ ଆମେରିକା ଗସ୍ତ ପାଇଁ ଲୋକଙ୍କ ଉତ୍ସାହକୁ ଧନ୍ୟବାଦ ଦେଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଆଗାମୀ ଆମେରିକା ଗସ୍ତ ନିମନ୍ତେ ସମର୍ଥନ ଏବଂ ଉତ୍ସାହ ପାଇଁ ଆମେରିକା କଂଗ୍ରେସ ସଦସ୍ୟଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । 

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘କଂଗ୍ରେସ ସଦସ୍ୟଙ୍କ ସମେତ ବିଭିନ୍ନ ବର୍ଗ ତଥା ବିଚାରଧାରାର ନେତା ଏବଂ ଅନ୍ୟମାନେ ମୋର ଆଗାମୀ ଆମେରିକା ଗସ୍ତ ପାଇଁ ଉତ୍ସାହ ଦେଖାଇଛନ୍ତି । ମୁଁ ସେମାନଙ୍କ ଏପରି ଉତ୍ସାହପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ ଦେଉଛି । ଏପରି ବିବିଧ ସମର୍ଥନ ଭାରତ-ଆମେରିକାର ସମ୍ପର୍କର ଗଭୀରତାକୁ ଦର୍ଶାଉଛି ।’ 

SR