ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
“ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଜନ୍ମ ବାର୍ଷିକୀରେ ମୁଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ଅନୁପ୍ରେରିତ ନେତୃତ୍ଵ ଦ୍ଵାରା ଆମ ଦେଶ ଅନେକ କିଛି ପାଇଛି ଏବଂ ରାଷ୍ଟ୍ର ତାଙ୍କ ନିକଟରେ ଚିରକୃତଜ୍ଞ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
I bow to Dr. Rajendra Prasad on his birth anniversary. Our nation owes a lot to him for his inspiring leadership at a crucial time.
— Narendra Modi (@narendramodi) December 3, 2016